କେମିତି ସହିଛି ଛାତି
ଭୁବନେଶ୍ୱର: ସୋନା ମହାପାତ୍ରଙ୍କ ବିକୃତ ଓଡିଆକୁ ନେଇ ଓଡିଆଙ୍କ ଛାତି ଫାଟି ପଡୁଛି, ମାତ୍ର ଦୀର୍ଘ ୧୮ ଵର୍ଷ ଧରି ଓଡିଶାର ଶାସନର ଡୋରି ଧରିଥିଵା ମୁଖ୍ୟମନ୍ତ୍ରୀଙ୍କ ଵିକୃତ ଓଡିଆକୁ ନେଇ କିନ୍ତୁ ସେମାନେ ଗର୍ବିତ, ଯେଉଁ ଓଡିଆ ଶୁଣିଵାକୁ ମଧ୍ୟ ଲାଜ ଲାଗିଥାଏ, ସେହି ଓଡିଆ ମାନଙ୍କର ଛାତି କେମିତି ଫାଟି ଯାଉନାହିଁ ମୁଖ୍ୟମନ୍ତ୍ରୀଙ୍କର ସେହି ଓଡିଆ ଶୁଣି.