ଅପରାଜିତାଙ୍କ ଅଫିସ୍‌ ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ ଅଫିସ୍‌ ସିଲ୍‌ କରିଦିଆଯାଇଛି । ୧୫ ଦିନ ପାଇଁ ସିଲ୍‌ ହୋଇଛି ତାଙ୍କ ଅଫିସ୍‌ ।

ବିଏମସି ପକ୍ଷରୁ ଗ୍ରହଣ କରାଯାଇଛି ଏହି କାର୍ଯାନୁଷ୍ଠାନ । ତାଙ୍କ ଅଫିସ୍‌ ସିଲ୍‌ ହେବା ପରେ ଅଫିସ୍‌ ବାହାରେ କାର୍ଯ୍ୟ ଚାଲିବ ବୋଲି ଅପରାଜିତା କହିଛନ୍ତି ଏବଂ ଅଫିସ୍‌ ବାହାରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *