ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି

ଭୁବନେଶ୍ୱର, ଅକ୍ଟୋବର ୧୫: ଆଜି ଖୋର୍ଧା ଜିଲ୍ଲାରେ ୩୬୮ ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୪୫,୦୪୧ ହୋଇଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୬୪୦୦, ବାଲେଶ୍ୱର ଜିଲ୍ଲାରେ ୯୧୦୭, ବରଗଡ ଜିଲ୍ଲାରେ ୭୭୬୬, ଭଦ୍ରକ ଜିଲ୍ଲାରେ ୬୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗିର ଜିଲ୍ଲାରେ ୫୬୩୭, ବୌଦ୍ଧ ଜିଲ୍ଲାରେ ୨୩୦୩, କଟକ ଜିଲ୍ଲାରେ ୨୩,୮୦୧, ଦେବଗଡ ଜିଲ୍ଲାରେ ୮୮୧, ଢେଙ୍କାନାଳ ଜିଲ୍ଲାରେ ୪୫୧୯, ଗଜପତି ଜିଲ୍ଲାରେ ୩୭୪୪, ଗଂଜାମ ଜିଲ୍ଲାରେ ୨୦୭୬୧, ଜଗତସିଂହପୁର ଜିଲ୍ଲାରେ ୬୩୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଯାଜପୁର ଜିଲ୍ଲାରେ ୯୮୮୫, ଝାରସୁଗୁଡା ଜିଲ୍ଲାରେ ୫୬୦୪, କଳାହାଣ୍ଡି ଜିଲ୍ଲାରେ ୪୩୧୬, କନ୍ଧମାଳ ୫୨୬୫, କେନ୍ଦ୍ରାପଡା ଜିଲ୍ଲାରେ ୬୫୩୩, କେନ୍ଦୁଝର ଜିଲ୍ଲାରେ ୫୩୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରାପୁଟ ଜିଲ୍ଲାରେ ୬୮୦୨, ମାଲକାନଗିରି ଜିଲ୍ଲାରେ ୪୩୪୦, ମୟୁରଭଂଜ ଜିଲ୍ଲାରେ ୯୯୦୩, ନବରଙ୍ଗପୁର ଜିଲ୍ଲାରେ ୪୬୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *